Meaning : କୌଣସି ବିଷୟକୁ ବିସ୍ତାରିତଭାବରେ ବର୍ଣ୍ଣନା କରିବା
Example :
ଶିକ୍ଷକ କବୀରଙ୍କ ଦୋହା ବ୍ୟାଖ୍ୟା କରୁଛନ୍ତି
Synonyms : ବିଶ୍ଳେଷଣ କରିବା, ବିସ୍ତାରିତ ଭାବେ ବର୍ଣ୍ଣନାକରିବା, ବୁଝେଇବା
Translation in other languages :
किसी विषय का कुछ विस्तार से वर्णन करना।
गुरुजी कबीर के दोहे की व्याख्या कर रहे हैं।Meaning : ଅର୍ଥ କରିବା
Example :
ଆପଣ ମୋ କଥାର ପୁରାପୁରି ଠିକ ଅର୍ଥ ବାହାରକଲେ
Synonyms : ଅର୍ଥ ବାହାରକରିବା
Translation in other languages :