Meaning : କୌଣସି ପଦାର୍ଥର ଅଭାବରେ ଦୁଃଖ ସହିବା
Example :
ଏହି ଅଞ୍ଚଳରେ ଅଧିକାଂଶ ଜନତା ମୌଳିକ ଆବଶ୍ୟକତା ପାଇଁ ବିକଳ ହେଉଛନ୍ତି
Synonyms : ବିକଳ ହେବା
Translation in other languages :
Meaning : ଅଶାନ୍ତ ହେବା
Example :
ଔଷଧ ଖାଇବା ପରେ ହୃଦୟ ବ୍ୟାକୁଳ ହେଉଛି
Synonyms : ଅଶାନ୍ତ ହେବା
Translation in other languages :
अशांत होना।
दवाई खाने के बाद से जी घबरा रहा है।