Meaning : ଉଦ୍ଦେଶ୍ୟର ଅଭାବ
Example :
ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
Synonyms : ଅକାରଣ, ଅନାବଶ୍ୟକ, ଉଦ୍ଦେଶ୍ୟହୀନ, ନିରର୍ଥକ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ
Meaning : ଯାହା କଲେ ଲାଭ ହୁଏନାହିଁ
Example :
ବେକାର କାମ କରିବା କେବଳ ମୂର୍ଖତା ହିଁ ହେବ
Translation in other languages :
Having no beneficial use or incapable of functioning usefully.
A kitchen full of useless gadgets.Meaning : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
Example :
ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
Synonyms : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବେକାର
Translation in other languages :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.Meaning : ଯାହାର କୌଣସି ଫଳ ବା ପରିଣାମ ନାହିଁ
Example :
ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି
Synonyms : ଅସିଦ୍ଧ, ନିରର୍ଥକ, ନିଷ୍ଫଳ, ବିଫଳ
Translation in other languages :
Not successful. Having failed or having an unfavorable outcome.
unsuccessful