Meaning : ବ୍ୟଭିଚାର କରୁଥିବା ସ୍ତ୍ରୀ
Example :
ଶ୍ୟାମ ଜଣେ ବ୍ୟଭିଚାରିଣୀ ପାଲରେ ପଡ଼ି ଯାଇଛି
Synonyms : ଚରିତ୍ରହୀନା, ଛିଣ୍ଡାଳ, ଛିଣ୍ଡାଳୀ
Translation in other languages :
Meaning : ଯେ ବ୍ୟଭିଚାର କରୁଛି ବା ଅନେକ ପୁରୁଷ ସହିତ ଅନୁଚିତ ସମ୍ବନ୍ଧ ରଖୁଥିବା ସ୍ତ୍ରୀ
Example :
ବ୍ୟଭିଚାରିଣୀ ସ୍ତ୍ରୀକୁ ସମାଜରେ ସମ୍ମାନ ମିଳେନାହିଁ
Synonyms : କୁଳଟା, ଚରିତ୍ରହୀନା
Translation in other languages :