Meaning : ଯାହାର ବା ଯେଉଁ ବିଷୟରେ ନିର୍ଣ୍ଣୟ ହୋଇସାରିଛି
Example :
ଏହା ନିର୍ଣ୍ଣିତ ବିଷୟ, ଏବେ ଏହା ଉପରେ ତର୍କ କରିବାର କୌଣସି ଆବଶ୍ୟକତା ନାହିଁ
Synonyms : ନିର୍ଣ୍ଣିତ, ସମାପିତ, ସ୍ଥିରୀକୃତ
Translation in other languages :
Established or decided beyond dispute or doubt.
With details of the wedding settled she could now sleep at night.Meaning : କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
Example :
ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
Synonyms : ଠିକ୍ରୂପେ, ପ୍ରବନ୍ଧିତ, ସଜ୍ଜିତ
Translation in other languages :
Methodical and efficient in arrangement or function.
How well organized she is.