Meaning : ଜୀବନ ନିର୍ବାହପାଇଁ କରାଯାଉଥିବା କାମ
Example :
ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି
Synonyms : କାମଧନ୍ଦା, କାରବାର, ଜୀବିକା, ଧନ୍ଦା, ପେଶା, ବୃତ୍ତି, ରୋଜଗାର
Translation in other languages :
The principal activity in your life that you do to earn money.
He's not in my line of business.Meaning : ଜିନିଷ ତିଆରି କରିବା, କିଣିବା ଓ ବିକିବା କାମ
Example :
ରାମର କଠିନ ପରିଶ୍ରମ ଯୋଗୁଁ ତାର ବେପାର ଦିନରାତି ବଢ଼ୁଛି
Synonyms : ବଣିଜ, ବେପାର, ବେପାର-ବାଣିଜ୍ୟ
Translation in other languages :
Buying or selling securities or commodities.
trading