Subscribe
URL of the page has been copied to clipboard.
Meaning : ଦୂର ହେବାର ଅବସ୍ଥା ବା ଭାବ
Example : ଝଗଡ଼ାହେତୁ ଦୁଇଭାଇଙ୍କ ମଧ୍ୟରେ ଦୂରତ୍ୱ ବଢ଼ିଯାଉଛି
Synonyms : ଦୂରତା, ଦୂରତ୍ୱ
Translation in other languages :हिन्दी English
दूर होने की अवस्था या भाव।
Indifference by personal withdrawal.
Meaning : ଦୁଇଟି ବସ୍ତୁ ବା ବିନ୍ଦୁ ମଧ୍ୟରେ ଥିବା ସ୍ଥାନ ବା ମାତ୍ରା
Example : ଘରଠାରୁ କାର୍ଯ୍ୟାଳୟର ଦୂରତା ପାଖାପାଖି ଏକ କିଲୋମିଟର ହେବ
Synonyms : ଦୂରତା, ଦୂରତ୍ୱ, ଦୈର୍ଘ୍ୟ
दो वस्तुओं या बिंदुओं के बीच का स्थान या माप।
Size of the gap between two places.
Install App