Meaning : ତେଲ ବା ଘିଅରେ ତିଆରି ହୋଇଥିବା ଖାଦ୍ୟ
Example :
ପର୍ବପର୍ବାଣିରେ ମାଲପୁଆ, ପୁରୀ ଆଦି ନାନା ରକମର ଖାଦ୍ୟ ତିଆରି କରାଯାଏ
Synonyms : ଖାଦ୍ୟ, ପାକ୍, ରୋଷେଇ
Translation in other languages :
तेल या घी में पकाया हुआ खाद्य।
त्योहारों में मालपुआ, पूरी आदि तरह-तरह के पकवान बनते हैं।Meaning : ଭାତ, ରୁଟିଆଦି ସହିତ ଖିଆଯାଉଥିବା ପଦାର୍ଥ
Example :
ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି ହୁଏ
Translation in other languages :
चावल, रोटी आदि के साथ खाये जाने वाले पदार्थ।
त्योहारों में तरह-तरह के व्यंजन बनाए जाते हैं।Meaning : ରୋଷେଇ ହୋଇଥିବା ମସଲାଦାର ବା ପାଣିଆ ତରକାରୀ
Example :
ଖାଦ୍ୟରେ ଗୋଟିଏ ତରକାରି ଆଉ ଗୋଟିଏ ଭଜା ତାଙ୍କର ନିହାତି ଆବଶ୍ୟକ
Translation in other languages :
(East Indian cookery) a pungent dish of vegetables or meats flavored with curry powder and usually eaten with rice.
curry