Meaning : କାହାରିକୁ ଚିଡ଼ାଇବା, ଦୁଃଖି କରାଇବା, ନୀଚ ବୋଲି ବିଚାରକରିବାଆଦି ନିମନ୍ତେ ସ୍ପଷ୍ଟ ଶବ୍ଦରେ ନହେଲେ ମଧ୍ୟ ସେହି ପ୍ରକାର ଅଭିପ୍ରାୟ ପ୍ରକାଶ କରୁଥିବା କୌଣସି କଥା କହିବା
Example :
ମୋହନର କୃପଣତା ସଂପର୍କରେ ଶ୍ୟାମ ବ୍ୟଙ୍ଗ କଲା
Translation in other languages :
किसी को चिढ़ाने,दुखी करने,नीचा दिखाने आदि के लिए कोई बात कहना जो स्पष्ट शब्द में नहीं होने पर भी उक्त प्रकार का अभिप्राय प्रकट करती हो।
मोहन की कंजूसी पर श्याम ने व्यंग्य किया।