Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ବ୍ୟକ୍ତକରିବା from ଓଡ଼ିଆ dictionary with examples, synonyms and antonyms.

ବ୍ୟକ୍ତକରିବା   କ୍ରିୟାପଦ

Meaning : କୌଣସି ବିଷୟଆଦିକୁ ବ୍ୟକ୍ତ କରିବା

Example : ସେ ତା ବିଚାରକୁ ବ୍ୟକ୍ତ କଲା

Synonyms : ଅଭିବ୍ୟକ୍ତକରିବା, ଉପସ୍ଥାପିତକରିବା


Translation in other languages :

Meaning : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା

Example : ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି

Synonyms : କହିବା, ବିବରଣୀଦେବା, ବୋଲିବା, ସ୍ପଷ୍ଟକରିବା


Translation in other languages :

किसी के बारे में निश्चितता और आत्मविश्वास के साथ कोई सकारात्मक जानकारी देना।

मैंने तुमसे कहा था कि वह अच्छा आदमी नहीं है।
कहना, बोलना

Inform positively and with certainty and confidence.

I tell you that man is a crook!.
assure, tell