Meaning : କୌଣସି ସହରର ସଡକ ଘେରା ଯେଉଁ ଆୟତାକାର କ୍ଷେତ୍ରରେ ସାଧାରଣ ଢଙ୍ଗରେ କେତେ କୋଠା ତିଆରି ହୋଇଥାଏ
Example :
ସେ ସାକେତର ଜି ବ୍ଲକରେ ରହୁଛି
Translation in other languages :
A rectangular area in a city surrounded by streets and usually containing several buildings.
He lives in the next block.Meaning : ପ୍ରଶାସନର ସୁବିଧା ପାଇଁ ତହସିଲକୁ କରାଯାଇଥିବା ବିଭାଗ
Example :
ଏହି ତହସିଲରେ ପାଞ୍ଚଟି ବ୍ଲକ ଅଛି
Translation in other languages :