Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ବ୍ରିଟିଶ from ଓଡ଼ିଆ dictionary with examples, synonyms and antonyms.

ବ୍ରିଟିଶ   ବିଶେଷ୍ୟ

Meaning : ବ୍ରିଟେନର ନିବାସୀ

Example : ଅନେକ ଦିନ ଯାଏଁ ବ୍ରିଟିଶମାନେ ଭାରତକୁ ଶାସନ କରିଥିଲେ

Synonyms : ଇଂରେଜ


Translation in other languages :

ब्रिटेन में रहनेवाला व्यक्ति।

भारत पर बहुत समय तक ब्रितानियों ने शासन किया।
ब्रिटिश, ब्रिटेनवासी, ब्रितानी

The people of Great Britain.

british, british people, brits

ବ୍ରିଟିଶ   ବିଶେଷଣ

Meaning : ବ୍ରିଟେନରେ ରହୁଥିବା ବ୍ୟକ୍ତି

Example : ସେ ବିଦ୍ରୋହ ସମୟରେ କେତେକ ବ୍ରିଟିଶ ପରିବାରଙ୍କୁ ନିଜ ବଗିରେ ଲୁଚାଇ ସୁରକ୍ଷିତ ସ୍ଥାନଗୁଡ଼ିକରେ ପହଞ୍ଚାଇଥିଲେ

Synonyms : ବ୍ରିଟେନୀୟ