Meaning : ଶରୀରର କୌଣସିଠାରେ ବିଷ ଏକତ୍ର ହୋଇ ଉତ୍ପନ୍ନ ହେଉଥିବା ଯେଉଁ ଫୁଲାରେ ରକ୍ତ ପଚି ପୂଜ ହୋଇଯାଏ
Example :
ସେ ପ୍ରତିଦିନ ବ୍ରଣ ଉପରେ ପଟି ଲଗାଏ
Synonyms : ବଥ
Translation in other languages :
Meaning : ଭାତୁଡି ଭଳି ତ୍ବଚା ଉପରେ ହେଉଥିବା ବ୍ରଣ
Example :
ମୋ ବ୍ରଣ ବହୁତ କୁଣ୍ଡାଇ ହେଉଛି
Translation in other languages :
Meaning : ଆଖି ପଲକ ଧାରରେ ହେଉଥିବା ଛୋଟବ୍ରଣ
Example :
ବ୍ରଣ ହେବା କାରଣରୁ ତା ଆଖିରେ ଦରଜ ହେଉଛି
Translation in other languages :