Meaning : ବୋଝ ଲଦିକରି ନେବା
Example :
ଷ୍ଟେସନରେ କୁଲିଟି ଆମ ଜିନିଷ ପତ୍ର ବୋହିନେଲା
Synonyms : ବୋହିନେବା
Translation in other languages :
Meaning : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
Example :
ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
Translation in other languages :
Bear or be able to bear the weight, pressure,or responsibility of.
His efforts carried the entire project.Meaning : ଅନବରତ ରସ ସ୍ୱରୂପ ବାହାରିବା
Example :
ତାଙ୍କର ବଥରୁ ପୂଜ ବୋହୁଛି
Synonyms : ବାହାରିବା
Translation in other languages :