Meaning : କୌଣସି ନାମରେ ଜଣାଯିବା
Example :
ଲୋକ ଗାନ୍ଧୀଙ୍କୁ ବାପୁ ମଧ୍ୟ କହନ୍ତି
Synonyms : କହିବା
Translation in other languages :
Meaning : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
Example :
ସୀମା ‘ଡ’ କୁ ‘ର’ କହେ
Synonyms : ଉଚ୍ଚାରଣ କରିବା, ଉଚ୍ଚାରିବା, କହିବା
Translation in other languages :
Meaning : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
Example :
ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
Synonyms : କହିବା, ବିବରଣୀଦେବା, ବ୍ୟକ୍ତକରିବା, ସ୍ପଷ୍ଟକରିବା
Translation in other languages :