Meaning : ବଡ଼ମାନଙ୍କର ସାନମାନଙ୍କୁ କିଛି କାମପାଇଁ କହିବା କ୍ରିୟା
Example :
ବଡ଼ମାନଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ
Synonyms : ଅନୁଜ୍ଞା, ଆଜ୍ଞା, ଆଦେଶ, ହୁକୁମ
Translation in other languages :
(often plural) a command given by a superior (e.g., a military or law enforcement officer) that must be obeyed.
The British ships dropped anchor and waited for orders from London.Meaning : ଗୀତ ଅବା ବାଜାରେ ବୋଲରେ ବଜାଯାଉଥିବା ଶବ୍ଦ
Example :
ମୃଦଙ୍ଗର ବୋଲରେ ନର୍ତ୍ତକୀ ନାଚିବାରେ ଲାଗିଲା
Translation in other languages :
Meaning : କୁହାହୋଇଥିବା କଥା
Example :
ନିଜ ଗୁରୁଙ୍କ ବିଷୟରେ ତାଙ୍କର ମତ ଶୁଣି ଆମେ ସବୁ ବ୍ୟସ୍ତ ହୋଇଗଲୁ ଆମର କଥା ମାନ
Translation in other languages :