Meaning : ଯେଉଁ ସମିତି ନିକଟରେ ନିରୀକ୍ଷଣାତ୍ମକ ବା ପର୍ଯ୍ୟବେକ୍ଷିତ ଶକ୍ତି ଥାଏ
Example :
ପରିଷଦର ନିର୍ଣ୍ଣୟ ସର୍ବମାନ୍ୟ ହେବ
Synonyms : ପରିଷଦ
Translation in other languages :
Meaning : ଧାତୁ, ପଥର, ବା କାଠ ଆଦିରେ ତିଆରି ହୋଇଥିବା ଯେଉଁ ପଟା ଉପରେ କିଛି ଲେଖା ବା ତିଆରି କରାଯାଇଥାଏ ବା ଯାହା ମାଧ୍ୟମରେ କିଛି ସୂଚନା ଦିଆଯାଇଥାଏ
Example :
ଗୁରୁଜୀ କଳାପଟାରେ ଗଣିତ ବୁଝାଉଛନ୍ତି
Synonyms : କଳାପଟା
Translation in other languages :