Meaning : ଯେଉଁ ଲଢ଼ୁଆ ବାୟୁଯାନ ସାହାଯ୍ୟରେ ଶତ୍ରୁମାନଙ୍କ ଉପରକୁ ବୋମା ପକାଯାଇଥାଏ
Example :
ବୋମାବର୍ଷୀ ବିମାନଦ୍ୱାରା ଅହରହ ବୋମା ବର୍ଷଣ କରାଯାଉଛି
Synonyms : ବୋମାବର୍ଷୀ ବିମାନ
Translation in other languages :
A military aircraft that drops bombs during flight.
bomber