Subscribe
URL of the page has been copied to clipboard.
Meaning : ଭାରତୀଯ ଚାରି ବର୍ଣ୍ଣ ମଧ୍ୟରୁ ତୃତୀୟ ବର୍ଣ୍ଣ ଅନ୍ତର୍ଗତ ବ୍ୟକ୍ତି ଯାହାଙ୍କ ମୁଖ୍ୟ କାର୍ଯ୍ୟ ହେଲା ବେପାରବଣିଜ
Example : ସେଠ୍ ଧନୀରାମ ବୈଶ୍ୟ ଅଟନ୍ତି
Translation in other languages :हिन्दी English
भारतीय आर्यों के चार वर्णों में से तीसरे वर्ण का व्यक्ति जिसका मुख्य काम व्यापार करना है।
A member of the mercantile and professional Hindu caste. The third of the four main castes.
Meaning : ଭାରତୀୟ ଆର୍ଯ୍ୟଙ୍କ ଚାରି ବର୍ଣ୍ଣ ମଧ୍ୟରୁ ତୃତୀୟ ବର୍ଣ୍ଣ
Example : ବୈଶ୍ୟମାନେ ବେପାର କରୁଥିଲେ
Translation in other languages :हिन्दी
भारतीय आर्यों के चार वर्णों में से तीसरा।
Install App