Meaning : କଶ୍ୟପଙ୍କ ପୌତ୍ର ଏବଂ ବିବସ୍ୱାନଙ୍କପୁତ୍ର ଯେ ଚଉଦ ମନୁଙ୍କ ମଧ୍ୟରୁ ସପ୍ତମ ଥିଲେ
Example :
ଗୋଟିଏ ଉପକଥା ଅନୁସାରେ ବୈବସ୍ୱତ ମନୁ ସୂର୍ଯ୍ୟଙ୍କ ପୁତ୍ର ଥିଲେ ଏବଂ ସଂଜ୍ଞାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ
Translation in other languages :
कश्यप के पौत्र और विवस्वान के पुत्र जो चौदह मनुओं में से सातवें थे।
एक अन्य कथा के अनुसार वैवस्वत मनु सूर्य के पुत्र थे जो संज्ञा के गर्भ से पैदा हुए थे।An imaginary being of myth or fable.
mythical being