Meaning : କୌଣସି ବିଶେଷ ବିଷୟ ଉପରେ ଚର୍ଚ୍ଚା କରିବା ନିମନ୍ତେ ଆୟୋଜିତ କରାଯାଇଥିବା ବୈଠକ
Example :
କୃଷକମାନଙ୍କ ରାଷ୍ଟ୍ରୀୟ ଅଧିବେଶନରେ କୃଷକ ସମ୍ବନ୍ଧୀୟ ସମସ୍ୟା ଉପରେ ବିଚାର-ବିମର୍ଶ କରାଗଲା
Translation in other languages :
A prearranged meeting for consultation or exchange of information or discussion (especially one with a formal agenda).
conferenceMeaning : ବସିବା ସ୍ଥାନ
Example :
ବସିବା ସ୍ଥାନ ପୂରାପୂରି ଭର୍ତ୍ତି
Synonyms : ଆସ୍ଥାନ, ବସିବା ସ୍ଥାନ
Translation in other languages :
A room in a private house or establishment where people can sit and talk and relax.
front room, living room, living-room, parlor, parlour, sitting room