Meaning : ଗୋଟିଏ ପ୍ରକାରର ମାଳା ଯେଉଁଥିରେ ପାଞ୍ଚ ପ୍ରକାରର ଫୁଲ ଥାଏ
Example :
ଶ୍ୟାମ ନିଜ ପ୍ରିୟତମା ରାଧାଙ୍କ ଗଳାରେ ବୈଜୟନ୍ତୀ ମାଳା ପକାଇଦେଲେ
Synonyms : ବୈଜୟନ୍ତୀ, ବୈଜୟନ୍ତୀ ମାଳା, ବୈଜୟନ୍ତୀ ହାର
Translation in other languages :
एक प्रकार की माला जिसमें पाँच रंगों के फूल होते हैं।
श्याम ने अपनी प्रियतमा राधा के गले में वैजयंतीमाला डाल दी।