Meaning : ମନମୋହକ ଏବଂ ସୁଖଦାୟକ ସ୍ଥାନ
Example :
ଆତଙ୍କବାଦ ସହିତ ଲଢ଼ୁଥିବା କାଶ୍ମୀର ଏବେ ସ୍ୱର୍ଗ ହୋଇ ରହିନାହିଁ
Translation in other languages :
Any place of complete bliss and delight and peace.
eden, heaven, nirvana, paradise, promised land, shangri-laMeaning : ବିଷ୍ଣୁଙ୍କ ନିବାସ ସ୍ଥାନ
Example :
ବିଷ୍ଣୁ ଭକ୍ତ ମୃତ୍ୟୁ ପରେ ବୈକୁଣ୍ଠ ଯିବାପାଇଁ ଚାହାଁନ୍ତି
Synonyms : ବୈକୁଣ୍ଠ ଧାମ, ବୈକୁଣ୍ଠ ପୁର, ବୈକୁଣ୍ଠ ଲୋକ, ଶ୍ରୀଧାମ
Translation in other languages :
विष्णु का निवास स्थान।
विष्णु भक्त मरने के बाद वैकुंठ में जाना चाहते हैं।