Meaning : କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା
Example :
ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା
Synonyms : ସମୟ
Translation in other languages :
A period of time considered as a resource under your control and sufficient to accomplish something.
Take time to smell the roses.Meaning : ଏକ ଅନିଶ୍ଚିତ କାଳ
Example :
ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
Translation in other languages :
An indefinite period (usually marked by specific attributes or activities).
The time of year for planting.Meaning : ବର୍ଷର ଯେଉଁ ସମୟାବଧି କୌଣସି ବିଶେଷ କ୍ଷେତ୍ରରେ କିଛି ବିଶେଷ ଘଟଣା ବା କାମପାଇଁ ଚିହ୍ନିତ
Example :
ହୋଲି ବେଳ ଆସୁଛି
Translation in other languages :
A period of the year marked by special events or activities in some field.
He celebrated his 10th season with the ballet company.