Subscribe
URL of the page has been copied to clipboard.
Meaning : ରୁଟି ଆଦି ବେଲିବାପାଇଁ କାଠ ବା ପଥରରେ ତିଆରି ହୋଇଥିବା ଏକ ଗୋଲ ବା ଚାରିକୋଣିଆ ବସ୍ତୁ
Example : ମାଆ ରୋଟି ବେଲିବାପାଇଁ ବେଲଣାଚକି ଓ ବେଲଣାକାଠି ଆଣିଲେ
Synonyms : ବେଲଣାପଟା
Translation in other languages :हिन्दी
रोटी आदि बेलने के लिए काठ या पत्थर की बनी हुई एक गोल या चौकोर वस्तु।
Install App