Subscribe
URL of the page has been copied to clipboard.
Meaning : ଦକ୍ଷତା ବିନା ଗୀତ ବୋଲୁଥିବା ଗାୟକ
Example : ବେତାଳିଆ ଗାୟକ ମଣ୍ଡଳୀ ଭଲଭାବେ ଲୋକମାନଙ୍କର ମନୋରଞ୍ଜନ କଲେ
Synonyms : ବେତାଳୁଆ
Translation in other languages :हिन्दी
बिना दक्षता प्राप्त किए गाने वाला गवैया।
Meaning : ଗାଇବା ବଜାଇବାରେ ତାଳର ଧ୍ୟାନ ରଖୁ ନ ଥିବା
Example : ସେ ବେତାଳିଆ ବଜାଳି, କେବଳ ଢୋଲକୁ ପିଟିବା ଜାଣେ
Synonyms : ତାଳହୀନ, ବେତାଳୁଆ
गाने-बजाने में ताल का ध्यान न रखने वाला।
Install App