Meaning : ଚାକରକୁ ମିଳୁଥିବା ଦରମା
Example :
ଶ୍ୟାମକୁ ମାସିକ ଦୁଇ ହଜାର ଟଙ୍କା ବେତନ ମିଳୁଛି
Translation in other languages :
Meaning : କୌଣସି କାମ କରିବା ବଦଳରେ ଏକ ନିର୍ଦ୍ଦିଷ୍ଟ ଅବଧିରେ ଦିଆଯାଉଥିବା ଧନ
Example :
ସେ ବହୁତ କମ ଦରମାରେ କାମ କରୁଛି
Translation in other languages :
Something that remunerates.
Wages were paid by check.