Meaning : କେଶକୁ ଏକାଠି ବାନ୍ଧିଲେ ହେଉଥିବା ଆକୃତି
Example :
ସେ ସବୁଦିନ ଦୁଇଟି ବେଣୀ ପକାଏ
Translation in other languages :
Meaning : ଯେଉଁ କେଶବିନ୍ୟାସରେ ମୁଣ୍ଡ ସିନ୍ଥାର ଦୁଇପାଖର କେଶକୁ ପାନିଆରେ କୁଣ୍ଡାଇ ବାନ୍ଧି ଦିଆଯାଏ
Example :
ଶୀଲା ତା କେଶରେ ବେଣୀ ବାନ୍ଧୁଛି
Translation in other languages :