Meaning : ଯାହା ସଙ୍ଗତ ବା ଉଚ୍ଚିତ ନୁହେଁ
Example :
ସେମାନଙ୍କ ଅନୁଚ୍ଚିତ କଥା ନିଜନିଜ ମଧ୍ୟରେ କଳହର କାରଣ ହୋଇଗଲା
Synonyms : ଅନୁଚ୍ଚିତ, ଅଯଥାର୍ଥ, ଅସଙ୍ଗତ, ଖରାପ
Translation in other languages :
Not suitable or right or appropriate.
Slightly improper to dine alone with a married man.