Meaning : ଗାଈ, ବଳଦ ଆଦିଙ୍କ ଗଳାରେ ହେଉଥିବା ଗୋଟିଏ ରୋଗ
Example :
ଏହି ବଳଦକୁ ବେଙ୍ଗା ହୋଇଛି
Translation in other languages :
Meaning : ଯେଉଁ ରୋଗରେ ପଶୁଙ୍କର ଗଳା ଫୁଲିଯାଏ
Example :
ବଳଦ ବେଙ୍ଗା ରୋଗରେ ଆକ୍ରାନ୍ତ ହେଉଛି
Synonyms : ବେଙ୍ଗା ରୋଗ
Translation in other languages :
Meaning : ପଶୁଙ୍କୁ ହେଉଥିବା ଗୋଟିଏ ରୋଗ
Example :
ବେଙ୍ଗାରେ ପଶୁର ଗଳା ଫୁଲିଯାଏ
Translation in other languages :
Meaning : ବଳଦର ନାକ ଫୁଲି ଯିବା ବା ଶୋଥ ହେବାର ଏକ ରୋଗ
Example :
ଆପଣଙ୍କ ବଳଦ ବେଙ୍ଗା ରୋଗରେ ପୀଡ଼ିତ ବୋଲି ପଶୁ ଚିକିତ୍ସକ କହିଲେ
Translation in other languages :
बैल का नाक फूल जाने या सूज जाने का एक रोग।
पशु चिकित्सक ने बताया कि आपका बैल नकड़े से पीड़ित है।Meaning : ପଶୁଗୁଡ଼ିକଙ୍କର ଫୁସଫୁସରେ ହେଉଥିବା ଏକ ରୋଗ
Example :
ରାମୁର ବଳଦ ବେଙ୍ଗାରେ ପୀଡ଼ିତ
Translation in other languages :