Meaning : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ବିଛାରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ବିଛାରାଶିରେ ଥାଏ
Example :
ବିଛାରାଶିପାଇଁ ଏବର୍ଷ ଫଳଦାୟକ
Synonyms : ବିଛା, ବିଛାରାଶି, ବୃଶ୍ଚିକ
Translation in other languages :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य वृश्चिकराशि में हो।
वृश्चिकराशिवालों के लिए यह वर्ष फलदायी है।Meaning : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଅଷ୍ଟମ ରାଶି ଯେଉଁଥିରେ ବିଶାଖାର ଶେଷପାଦ, ସମ୍ପୂର୍ଣ୍ଣ ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ଥାନ୍ତି
Example :
ବୃଶ୍ଚିକରାଶିର ଚିହ୍ନ ବିଚ୍ଛା
Synonyms : ବିଚ୍ଛା, ବିଚ୍ଛାରାଶି
Translation in other languages :
बारह राशियों में से आठवीं राशि जिसमें विशाखा का अंतिम पाद,पूरा अनुराधा और ज्येष्ठा नक्षत्र हैं।
वृश्चिक राशि का चिन्ह बिच्छू है।The eighth sign of the zodiac. The sun is in this sign from about October 23 to November 21.
scorpio, scorpio the scorpion, scorpion