Meaning : ସୁବାସିତ ପତ୍ରଯୁକ୍ତ ଗୋଟିଏ ବୁଦାଳିଆ ଗଛ ଯାହାକୁ ପବିତ୍ର ବୋଲି ବିଚାର କରାଯାଏ
Example :
ତୁଳସୀ ପତ୍ରଗୁଡ଼ିକ ଔଷଧ ତିଆରିରେ ଲାଗେ
Synonyms : ତୁଳସୀ, ପବିତ୍ରା, ମଞ୍ଜରିକ, ଶ୍ରୀମଂଜରୀ
Translation in other languages :
पवित्र माना जाने वाला एक झाड़ जिसकी पत्तियों में गंध होती है।
तुलसी की पत्तियाँ औषध के काम में आती हैं।Any of several Old World tropical aromatic annual or perennial herbs of the genus Ocimum.
basilMeaning : ଜଳନ୍ଧରଙ୍କ ପତିବ୍ରତା ପତ୍ନୀ
Example :
ପୌରାଣିକ କଥା ଅନୁସାରେ ବୃନ୍ଦାଙ୍କ ଅଭିଶାପରୁ ଭଗବାନ ବିଷ୍ଣୁ ପଥର ହୋଇଯାଇଥିଲେ
Synonyms : ବୃଂଦା
Translation in other languages :
An imaginary being of myth or fable.
mythical being