Meaning : ଜୀବନ ନିର୍ବାହପାଇଁ କରାଯାଉଥିବା କାମ
Example :
ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି
Synonyms : କାମଧନ୍ଦା, କାରବାର, ଜୀବିକା, ଧନ୍ଦା, ପେଶା, ବ୍ୟବସାୟ, ରୋଜଗାର
Translation in other languages :
The principal activity in your life that you do to earn money.
He's not in my line of business.Meaning : ଏକ ପ୍ରକାର ଅନୁପ୍ରାସ ଅଳଙ୍କାର
Example :
ବୃତ୍ୟାନୁପ୍ରାସରେ କେତେକ ସ୍ୱରଯୁକ୍ତ ବା ସ୍ୱରରହିତ ବ୍ୟଞ୍ଜନ ବାରଂବାର ବ୍ୟବହାର ହୋଇଥାଏ
Synonyms : ବୃତ୍ୟାନୁପ୍ରାସ
Translation in other languages :
अनुप्रास अलंकार का एक प्रकार।
वृत्यानुप्रास में कुछ स्वरयुक्त या स्वररहित व्यंजन कई बार आते हैं।Meaning : ଜୀବନର ନିର୍ବାହ
Example :
ଚାଷ ତାହାର ଜୀବିକାର ସାଧନ
Synonyms : ଜୀବନ ବୃତ୍ତି, ଜୀବିକା
Translation in other languages :
The act of sustaining life by food or providing a means of subsistence.
They were in want of sustenance.Meaning : ମାଧୁର୍ଯ୍ୟ,ଓଜ, ପ୍ରସାଦ ଗୁଣ ଆଦି ପ୍ରତୀତ ହେଉଥିବା ବିଶେଷ ପ୍ରକାରର ଶବ୍ଦ ବ୍ୟଞ୍ଜନାତ୍ମକ ରଚନା
Example :
ସାହିତ୍ୟରେ ମଧୁରା, ପୁରୁଷା, ପ୍ରୌଢ଼ା ଆଦି ବୃତ୍ତିସବୁ ରହିଛି
Translation in other languages :
शब्द-योजना की वह विशेषता जिससे रचना में माधुर्य, ओज, प्रसाद आदि गुण आते हैं।
साहित्य में मधुरा, पुरुषा, प्रौढ़ा आदि वृत्तियाँ हैं।