Meaning : ମେରୁଦଣ୍ଡୀ ପ୍ରାଣୀମାନଙ୍କ ଶରୀର ଭିତରୁ ମିଳୁଥିବା ଏକ ଉତ୍ସର୍ଗୀ ଅଙ୍ଗ ଯାହା ଶରୀରରୁ ମୂତ୍ର ବାହାର କରିଦିଏ
Example :
ଆମର ଶରୀରରେ ଦୁଇଟି ବୃକକ୍ ଥାଏ
Synonyms : କିଡନୀ
Translation in other languages :
Either of two bean-shaped excretory organs that filter wastes (especially urea) from the blood and excrete them and water in urine.
Urine passes out of the kidney through ureters to the bladder.