Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ବୁଢ଼ା from ଓଡ଼ିଆ dictionary with examples, synonyms and antonyms.

ବୁଢ଼ା   ବିଶେଷ୍ୟ

Meaning : ଯେଉଁ ବ୍ୟକ୍ତିର ବୟସ ଷାଠିଏରୁ ଅଧିକ

Example : ବୁଢ଼ାମାନଙ୍କର ଦେଖାଶୁଣା କରିବାପାଇଁ ଏଠାରେ କେହି ନାହିଁ

Synonyms : ବୃଦ୍ଧ


Translation in other languages :

ବୁଢ଼ା   ବିଶେଷଣ

Meaning : ଯେ ଅଧିକ ବୟସର ଓ ବୁଢ଼ା ହୋଇଗଲେଣି

Example : ଏଠାରେ ବୃଦ୍ଧଲୋକମାନଙ୍କର ସେବା ନିଃଶୁକ୍ଳ କରାଯାଉଛି

Synonyms : ବରିଷ୍ଠ, ବୃଦ୍ଧ, ବୟୋଜ୍ୟେଷ୍ଠ


Translation in other languages :