Meaning : ଛୁରୀ,ତଲୱାର ଆଦି ଅସ୍ତ୍ରଗୁଡିକୁ ଗରମକରି କୌଣସି ବିଷାକ୍ତ ତରଳ ପଦାର୍ଥରେ ରଖିବା ଫଳରେ ତା ଧାରରେ ବିଷ ଚଢ଼ିଯିବା
Example :
ଶିକାରୀ ଶିକାର କରିବାପାଇଁ ଅସ୍ତ୍ରଗୁଡ଼ିକ ବିଷରେ ବୁଡ଼ାଉଛି
Synonyms : ନିମଜ୍ଜିତ କରାଇବା, ମଜ୍ଜିତକରାଇବା
Translation in other languages :
छुरी,तलवार आदि शस्त्रों के फलों को तपाकर किसी विषैले तरल पदार्थ में डालना ताकि फल पर जहर की परत चढ़ जाए।
शिकारी आखेट करने के लिए शस्त्रों को जहर में बुझा रहा है।Meaning : ପାଣି ବା କୌଣସି ତରଳ ପଦାର୍ଥରେ ବୁଡ଼େଇବା
Example :
ସ୍ୱାମୀଜୀ ପାଣି ପିଇବାପାଇଁ ନଦୀରେ କମଣ୍ଡଳୁ ବୁଡ଼ାଇଲେ
Translation in other languages :