Meaning : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
Example :
ସେ ଭ୍ରମଣରେ ଯାଉଛି ତାର ଯାତ୍ରା ସଫଳ ହେଲା
Translation in other languages :
Meaning : ଅକାରଣରେ ବୁଲିବା ଓ ଚାଲିବା
Example :
କ୍ରୋଧବଶତଃ ସେ ଗଳିଗଳି ବୁଲୁଥିଲା
Synonyms : ଚଲାବୁଲା କରିବା, ବିଚରଣ କରିବା
Translation in other languages :
Meaning : ଦିଗ ପରିବର୍ତ୍ତନ କରିବା
Example :
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
Translation in other languages :
Change orientation or direction, also in the abstract sense.
Turn towards me.Meaning : କୌଣସି ବସ୍ତୁ ପ୍ରଭୃତିର ଚାରି ପାଖରେ ଚକ୍କରମାରିବା
Example :
ସେ ମନ୍ଦିର ପରିକ୍ରମା କରୁଅଛି
Synonyms : ଘୁରିବା, ଚକକର ମାରିବା, ପରିକ୍ରମା କରିବା
Translation in other languages :
किसी वस्तु आदि के चारों ओर चक्कर लगाना या गोल घूमना।
वह मंदिर की परिक्रमा कर रहा है।Meaning : କୌଣସି ସ୍ଥାନରେ ଭ୍ରମଣ କରିବା
Example :
ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
Synonyms : ପର୍ୟଟନ କରିବା, ବୁଲାବୁଲି କରିବା, ଭ୍ରମଣ କରିବା
Translation in other languages :
किसी स्थान पर घूमना-फिरना।
हमने गोवा भी घूमा है।