Meaning : ବୁଲିବାରେ ପ୍ରବୃତ୍ତ କରିବା ବା ଚାରିପାଖ ବୁଲାଇବା
Example :
ଗାଇଡ଼ ଆମକୁ ସାରା ସହର ବୁଲାଇଲେ
Synonyms : ବୁଲାବୁଲି କରାଇବା
Translation in other languages :
घूमने में प्रवृत्त करना या चारों और फिराना।
गाइड ने हमें सारा शहर घुमाया।Meaning : ଦିଗ ପରିବର୍ତ୍ତନ କରିବା
Example :
ରାସ୍ତା ବଦଳାଇବାପାଇଁ ଡ୍ରାଇଭର କାରକୁ ମୋଡ଼ିଲେ
Synonyms : ମୋଡ଼ିବା
Translation in other languages :
Change orientation or direction, also in the abstract sense.
Turn towards me.Meaning : ପବନରେ ଏପଟ ସେପଟ ହଲିବା
Example :
ପ୍ରତିଦ୍ୱନ୍ଦୀ ଆଘାତ କରିବା ପୂର୍ବରୁ ଖଣ୍ଡା ବୁଲାଉଥିଲେ
Translation in other languages :