Meaning : ଯାହାର ବୁଦ୍ଧି ଓ ବିଚାର ଖୁବ୍ ପ୍ରଖର
Example :
ବୁଦ୍ଧିମାନଲୋକଙ୍କ ସାଙ୍ଗରେ ରହିଲେ ତୁମେ ବି ବୁଦ୍ଧିମାନ ହୋଇଯିବ
Synonyms : ଚତୁର ବ୍ୟକ୍ତି, ଧୀମାନ୍, ବିଚାରବନ୍ତ ବ୍ୟକ୍ତି
Translation in other languages :
वह जिसमें बहुत बुद्धि या समझ हो।
बुद्धिमानों की संगति में रहते-रहते तुम भी बुद्धिमान हो जाओगे।