Meaning : ମଞ୍ଜି ବୁଣିବା କାମ
Example :
ଆଜିକାଲି ଗହମ ବୁଣା ଆରମ୍ଭ ହୋଇଛି
Synonyms : ବପନ
Translation in other languages :
The act of sowing (of seeds in the ground or, figuratively, of germs in the body or ideas in the mind, etc.).
inseminationMeaning : ଖଟିଆରବନ୍ଧକୁ ଟାଣି ସିଧା ରଖିବାପାଇଁ ତାର କଣାମାନଙ୍କରେ ଭର୍ତ୍ତି ହୋଇଥିବା ଦଉଡ଼ି
Example :
ଏହି ଖଟିଆର ବୁଣା ଢିଲା ହୋଇଗଲାଣି
Translation in other languages :