Meaning : ଅନୁଭବ ବା ସମ୍ବେଦନା ଆଦିରେ ଜ୍ଞାନ ପ୍ରାପ୍ତ କରିବା
Example :
ପ୍ରସବ ବେଦନା ବାଞ୍ଝ କି ଜାଣେ
Synonyms : ଜାଣିବା
Translation in other languages :
Have firsthand knowledge of states, situations, emotions, or sensations.
I know the feeling!.Meaning : କାହାର ସ୍ୱଭାବ ବା ଗୁଣକୁ ଜାଣିବା
Example :
ମୁଁ ତାଂକୁ ବୁଝିପାରିଲିନାହିଁ
Synonyms : ଜାଣିପାରିବା, ବୁଝିପାରିବା
Translation in other languages :
Meaning : ଭାଷାର ଜ୍ଞାନ ହେବା
Example :
ମୁଁ ତାମିଲ ବୁଝିପାରେନାହିଁ
Translation in other languages :
Make sense of a language.
She understands French.