Meaning : ଇଆଡୁ ସେଆଡୁ କଥା କହି ଚିନ୍ତିତ ଓ ଦୁଃଖି ବ୍ୟକ୍ତିର ମନକୁ ଭୁଲାଇବା ବା ସାନ୍ତ୍ୱନା ଦେବା
Example :
ଭେଣ୍ଡାପୁଅର ମୃତ୍ୟୁରେ ସେ ସଂତପ୍ତ ପରିବାରକୁ ସହୋଦର ଭଳି ସାନ୍ତ୍ୱନା ଦେଉଥିଲା
Synonyms : ସାନ୍ତ୍ୱନା ଦେବା
Translation in other languages :
इधर-उधर की बातें करके चिंतित या दुःखी व्यक्ति का मन दूसरी ओर ले जाना या धीरज दिलाना।
जवान बेटे की मौत से संतप्त परिवार को सगे-संबंधी सांत्वना दे रहे थे।Meaning : ବୁଝିବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ଗଣିତ ପ୍ରଶ୍ନ ମୁଁ ବୁଝାଇ ପାରିଲି ନାହିଁ,ତେବେ ଅନ୍ୟ ଅଧ୍ୟାପକଙ୍କଦ୍ୱାରା ବୁଝାଇଲି
Synonyms : ଉପଲବ୍ଧି କରାଇବା, ବିବେଚନା କରାଇବା
Translation in other languages :
Meaning : କଣ କରିବା ଭଲ ସେ ବିଷୟରେ କାହାରିକୁ ଉପଦେଶ ଦେବା
Example :
ମା ପୁଅକୁ ତାର ଖରାପଗୁଣ ଛାଡ଼ିବାପାଇଁ ବୁଝାଇଲେ
Synonyms : ଉପଦେଶ ଦେବା
Translation in other languages :
किसी को यह बताना कि क्या करना अच्छा है।
माँ ने उसे बहुत समझाया,पर उसने एक न सुनी।Meaning : ଏମିତି କଥା କହିବା ଯାହାକୁ କେହିବି ବୁଝିପାରିବ
Example :
ସେ ପଥଭ୍ରଷ୍ଟ ପିଲାଙ୍କୁ ବୁଝାଉଛନ୍ତି
Translation in other languages :
Meaning : ମିଠାମିଠା କଥା କହି ସନ୍ତୁଷ୍ଟ ବା ଅନୁକୂଳ କରିବା
Example :
ମା କାନ୍ଦୁଥିବା ପିଲାଟିକୁ ମିଠେଇ ଦେଇ ବୁଝାଉଥିଲେ
Synonyms : ଆହ୍ଲାଦିତ କରିବା, ପ୍ରବୋଧିତ କରିବା, ବହଲାଇବା
Translation in other languages :