Subscribe
URL of the page has been copied to clipboard.
Meaning : ବେସନ ଆଣକୁ ଗୋଲ କଣା ଯୁକ୍ତ ଛାଞ୍ଚରେ ଫୁଟନ୍ତା ତେଲରେ ପକାଇ ଛଣା ହୋଇଥିବା ଛୋଟ ଗୋଲ ପୋଲା ଖଣ୍ଡ ଯେଉଁଥିରେ ଲଡୁ, ରାଇତା ଆଦି ତିଆରି କରାଯାଏ
Example : ଲଡୁ ତିଆରି କରିବାପାଇଁ ମାଆ ବୁନ୍ଦିଆ ଛାଣୁଛନ୍ତି
Synonyms : ବୁଂଦିଆ, ବୁନ୍ଦି, ବୁନ୍ଦିଆ
Translation in other languages :हिन्दी
बेसन के घोल को गोल छेद वाले साँचे से खौलते तेल में डालकर तला हुआ छोटा गोल पोला टुकड़ा जिससे लड्डू, रायता आदि बनाये जाते हैं।
Install App