Meaning : ମନୁ ଏବଂ ଶତରୂପାଙ୍କ ପୁତ୍ର
Example :
ପ୍ରିୟବ୍ରତ ଏବଂଉତ୍ତାନପାଦ ବୀରଙ୍କ ପୁଅ ଥିଲେ
Translation in other languages :
An imaginary being of myth or fable.
mythical beingMeaning : ବଳଶାଳୀ ପୁରୁଷ ଯେ ସାହସପୂର୍ଣ୍ଣ ତଥା ବୀରତାପୂର୍ଣ୍ଣ କାର୍ଯ୍ୟ କରେ
Example :
ସୋହରାବ ଓ ରୁସ୍ତମ ଦୁଇ ବୀର ପରସ୍ପର ମଧ୍ୟରେ ଲଢ଼ିଥିଲେ
Synonyms : ବଳବାନ୍, ଯୋଦ୍ଧା, ଶୂର
Translation in other languages :
A man distinguished by exceptional courage and nobility and strength.
RAF pilots were the heroes of the Battle of Britain.