Meaning : ବୌଦ୍ଧଭିକ୍ଷୁମାନେ ବସବାସ କରୁଥିବା ସ୍ଥାନ
Example :
ଏହି ବୌଦ୍ଧ ବିହାରର ଦେଖାଶୁଣା ଜଣେ ବୌଦ୍ଧଭିକ୍ଷୁ କରୁଛନ୍ତି
Synonyms : ଚୈତ୍ୟ, ବୌଦ୍ଧ ବିହାର, ବୌଦ୍ଧ ମଠ
Translation in other languages :
बौद्ध भिक्षुओं के रहने की जगह।
इस बौद्ध विहार की देख-रेख एक बौद्ध भिक्षु ही करते हैं।Meaning : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
Example :
ପିଲାମାନେ ପାଣିରେ ଖେଳୁଛନ୍ତି
Synonyms : ଆମୋଦପ୍ରମୋଦ, କେଳି, କୌତୁକ, କ୍ରୀଡା, ଖେଳ, ବିନୋଦ
Translation in other languages :
Activities that are enjoyable or amusing.
I do it for the fun of it.