Meaning : ବିଷରେ ବୁଡ଼ା ହୋଇଥିବା
Example :
ଶିକାରୀ ବିଷାକ୍ତ ବାଣରେ ଶିକାରକୁ ଧରାଶାୟୀ କରିଦେଲା
Translation in other languages :
Meaning : ଯାହା ବିଷରେ ପରିପୂର୍ଣ୍ଣ
Example :
ବିଷାକ୍ତ ଖାଦ୍ୟଖାଇ ଚାରିଜଣ ଲୋକଙ୍କର ମୃତ୍ୟୁ ହେଲା
Translation in other languages :