Meaning : ଯେଉଁ ପଦାର୍ଥ ଯାହା ଖାଇଲେ ବା ଶରୀରରେ ପହଞ୍ଚିଲେ ବିଚ୍ୟୁତି ହୁଏ ଏବଂ ବେଳେ ବେଳେ ପ୍ରାଣୀ ମରିଯାଏ
Example :
ସମୁଦ୍ର ମନ୍ଥନରୁ ପ୍ରାପ୍ତ ବିଷକୁ ଭଗବାନ ଶଙ୍କର ପିଇଗଲେ
Translation in other languages :
Any substance that causes injury or illness or death of a living organism.
poison, poisonous substance, toxicant