Meaning : ଯେ ବିଶ୍ୱାସଘାତ କରେ
Example :
ବିଶ୍ୱାସଘାତୀମାନଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ
Synonyms : ଦଗାବାଜ୍, ନିମକ ହାରାମ୍
Translation in other languages :
Meaning : ବିଶ୍ୱାସଘାତକତା କରିବା ବ୍ୟକ୍ତି
Example :
ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
Synonyms : ଛଳନାପୂର୍ଣ୍ଣ, ଠକ, ନିର୍ଦ୍ଦୟ, ପ୍ରତାରକ
Translation in other languages :
Having the character of, or characteristic of, a traitor.
The faithless Benedict Arnold.