Meaning : ବିଶିଷ୍ଟ ହେବାର ଅବସ୍ଥା ବା ଭାବ ବା ଗୁଣ
Example :
ହୀରାର ବିଶିଷ୍ଟତା ହେଲା ଏହା ଅନ୍ଧାରରେ ବି ଚମକୁଥାଏ
Synonyms : ବିଶେଷତା
Translation in other languages :
A distinguishing quality.
characteristicMeaning : ଏପରି ଗୁଣ, ଜ୍ଞାନ, ଅନୁଭବ, ଯୋଗ୍ୟତା ଓ କୁଶଳତା ଆଦି ଯାହା କାହାର କୌଣସି ପଦ, ସ୍ଥିତି, ଓ ପେଷା ଆଦି ପାଇଁ ଉପଯୁକ୍ତ ସିଦ୍ଧ ହୁଏ
Example :
ଭଲ ପଦ ପାଇଁ ବିଶିଷ୍ଟତା ଆବଶ୍ୟକ
Synonyms : ଯୋଗ୍ୟତା