Meaning : ପାଗଳଙ୍କ ପରି ଅଯଥା କଥା କହିବା
Example :
ଭୀଷଣ ଜ୍ୱର କାରଣରୁ ସେ ପ୍ରଳାପ କରୁଛି
Synonyms : ପ୍ରଳାପ କରିବା, ବାଉଳି ଚାଉଳି ହେବା
Translation in other languages :
पागलों की तरह व्यर्थ बातें कहना या बोलना।
तेज़ बुखार के कारण वह बड़बड़ा रहा है।